ଦୁଇ ପଇସା କମିଲା ବସ୍‌ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜେଲ୍‌ ଦର କମିବାରୁ ରାଜ୍ୟରେ ବସ୍‌ ଭଡ଼ା କମିଛି। ଅର୍ଡିନାରୀ ବସ୍‌ର ଭଡ଼ା କିମି ପିଛା ମାତ୍ର ୨ ପଇସା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି। ଠିକ୍‌ ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୭୫ ପଇସାରୁ ଖସି ୭୩ ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର କିମି ପିଛା ଭଡ଼ା ୪ ପଇସା କମିଛି। ଡିଲକ୍ସ ବସ୍‌ ଭଡ଼ା […]

cuttack-bus stand

cuttack-bus stand

Rakesh Mallick
  • Published: Wednesday, 28 November 2018
  • Updated: 28 November 2018, 05:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜେଲ୍‌ ଦର କମିବାରୁ ରାଜ୍ୟରେ ବସ୍‌ ଭଡ଼ା କମିଛି। ଅର୍ଡିନାରୀ ବସ୍‌ର ଭଡ଼ା କିମି ପିଛା ମାତ୍ର ୨ ପଇସା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି। ଠିକ୍‌ ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୭୫ ପଇସାରୁ ଖସି ୭୩ ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର କିମି ପିଛା ଭଡ଼ା ୪ ପଇସା କମିଛି। ଡିଲକ୍ସ ବସ୍‌ ଭଡ଼ା ପୂର୍ବରୁ କିମି ପିଛା ୧୦୫ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୧୦୧ ପଇସା ହୋଇଛି। ସେହିପରି ଏସି ଡିଲକ୍ସ ବସ୍‌ର ଭଡ଼ା କିମି ୧୨୭ ପଇସାରୁ ୧୨୩ ପଇସାକୁ କମିଛି। ବସ୍‌ ଭଡ଼ା ହ୍ରାସ ନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ, ଡିଜେଲ୍‌ ଦର ବୃଦ୍ଧି ଘଟିଥିବାରୁ ରାଜ୍ୟ ସରକାର ବସ୍‌ ଭଡ଼ା ବଢ଼ାଇଥିଲେ। ଗତ କିଛି ଦିନ ହେଲା ଡିଜେଲ୍‌ ଦର କ୍ରମାଗତ ଭାବେ କମିଛି। ସେଥିପାଇଁ ରାଜ୍ୟ ସରକାର ବସ୍‌ ଭଡ଼ା କମାଇଛନ୍ତି। ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story