/odisha-reporter/media/post_attachments/uploads/2022/02/bus-3.jpg)
accident
ବିଶାଖାପାଟଣା: ଓଡ଼ିଶାରୁ ଦାଦନ ଶ୍ରମିକ ନେଇ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି। NH-୫ ରଣସରନ୍ ନିକଟରେ ଏକ ଟ୍ରକ୍ଟି ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା। ଏହି ଦୁର୍ଘଟଣାରେ ୪୭ ଯାତ୍ରୀ ଆହତ ହୋଇଛନ୍ତି ।
Advertisment
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଶ୍ରୀକାକୁଲମସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
