Advertisment

ଦାଦନ ଖଟିବାକୁ କେରଳ ଯାଉଥିଲେ, ଆନ୍ଧ୍ରରେ ପିଟିଲା ଟ୍ରକ୍‌

ବିଶାଖାପାଟଣା: ଓଡ଼ିଶାରୁ ଦାଦନ ଶ୍ରମିକ ନେଇ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ  ବସ୍‌ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି। NH-୫ ରଣସରନ୍ ନିକଟରେ  ଏକ ଟ୍ରକ୍‌ଟି  ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା।  ଏହି ଦୁର୍ଘଟଣାରେ ୪୭ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଶ୍ରୀକାକୁଲମସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
ଦାଦନ ଖଟିବାକୁ କେରଳ ଯାଉଥିଲେ, ଆନ୍ଧ୍ରରେ ପିଟିଲା ଟ୍ରକ୍‌

accident

Advertisment

ବିଶାଖାପାଟଣା: ଓଡ଼ିଶାରୁ ଦାଦନ ଶ୍ରମିକ ନେଇ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ  ବସ୍‌ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି। NH-୫ ରଣସରନ୍ ନିକଟରେ  ଏକ ଟ୍ରକ୍‌ଟି  ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା।  ଏହି ଦୁର୍ଘଟଣାରେ ୪୭ ଯାତ୍ରୀ ଆହତ ହୋଇଛନ୍ତି ।

Advertisment

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଶ୍ରୀକାକୁଲମସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି।

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe