ହତ୍ୟା ପୂର୍ବରୁ ଏ ଥିଲା ଶେଷ ଧମକ | Odisha Reporter
ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ଯେଭଳି ହତ୍ୟା କଲେ ଅପହରଣକାରୀ ତାକୁ ଦେଖି ଏବେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି। ଆଖିରେ ଅନେକ ସ୍ବପ୍ନ, ମନରେ ନାନା କଳ୍ପନା ନେଇ ଭବିଷ୍ୟତରେ ଜଣେ ଭଲ କ୍ରିକେଟ୍ ଖେଳାଳୀ ହେବାର ସ୍ୱପ୍ନ ଦେଖୁଥିବା ୧୫ ବର୍ଷିୟ ସମର୍ଥ ଅଗ୍ରୱାଲଙ୍କୁ ସାମାନ୍ୟ କେଇଟା ଟଙ୍କା ପାଇଁ ଅତି ବିଭତ୍ସ ଭାବେ ହତ୍ୟା କରାଗଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
