Advertisment

ମାର୍କଣ୍ଡି ସାଜିଛି ବାଛୁରୀ

ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରୁ ଆସିଛି ଏପରି ଅଦ୍ଭୁଦ ଚିତ୍ର। ମୁକୁଟ ପିନ୍ଧି ମାର୍କଣ୍ଡି ବେଶରେ ସଜେଇ ହୋଇଛି ବାଛୁରୀ।

Advertisment

ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରୁ ଆସିଛି ଏପରି ଅଦ୍ଭୁଦ ଚିତ୍ର। ମୁକୁଟ ପିନ୍ଧି ମାର୍କଣ୍ଡି ବେଶରେ ସଜେଇ ହୋଇଛି ବାଛୁରୀ। ଆଉ ବର ସହିତ ଫୁଲରେ ସଜା ହୋଇଥିବା କାର୍‌ରେ କନିଆଁ ଘରକୁ ଯାଉଛି। ଗୋ’ ସେବା ଓ ଗୋ’ ସୁରକ୍ଷାର ବାର୍ତ୍ତା ଦେଇ ନିଜ ବାହାଘରକୁ ନିଆରା ଭାବେ କରିଛନ୍ତି ସମାଜସେବୀ ତଥା ଶିକ୍ଷକ ତାରାକାନ୍ତ ବେହେରା ।

Advertisment
Odisha Calf
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe