ଟିଣ ତଳେ ଚାଲିଛି ଖୁଲମଖୋଲା ବେପାର

ଦିନ ଦ୍ବିପହରେ ଚାଲିଛି ଖୁଲମଖୋଲା ଦେହବେପାର । ଟିଣ ଛପର ଘର ଭିତରେ ପ୍ରସ୍ତୁତ ହୋଇଛି ସୌଖୀନ ଶୟନ କକ୍ଷ ।

Manoj Swain
  • Published: Wednesday, 05 July 2023
  • Updated: 05 July 2023, 01:44 PM IST

Sports

Latest News

ବାଲେଶ୍ଵର ଉଦୟପୁର ବେଳାଭୂମିରେ ଆନ୍ତରାଜ୍ୟ ଦେହଜୀବୀଙ୍କ ଆଡ୍ଡା । ଦିନ ଦ୍ବିପହରେ ଚାଲିଛି ଖୁଲମଖୋଲା ଦେହବେପାର । ଟିଣ ଛପର ଘର ଭିତରେ ପ୍ରସ୍ତୁତ ହୋଇଛି ସୌଖୀନ ଶୟନ କକ୍ଷ । ଫ୍ୟାନ ବୁଲିଛି, ରୁମ ସଜ୍ଜା ହୋଇଛି । ଆଉ ବାହାରେ ଦର ତୁଟୁଛି । ୫ ଶହରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ହେଉଛି ରେଟ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos