Advertisment

ଟିଣ ତଳେ ଚାଲିଛି ଖୁଲମଖୋଲା ବେପାର

ଦିନ ଦ୍ବିପହରେ ଚାଲିଛି ଖୁଲମଖୋଲା ଦେହବେପାର । ଟିଣ ଛପର ଘର ଭିତରେ ପ୍ରସ୍ତୁତ ହୋଇଛି ସୌଖୀନ ଶୟନ କକ୍ଷ ।

Advertisment

ବାଲେଶ୍ଵର ଉଦୟପୁର ବେଳାଭୂମିରେ ଆନ୍ତରାଜ୍ୟ ଦେହଜୀବୀଙ୍କ ଆଡ୍ଡା । ଦିନ ଦ୍ବିପହରେ ଚାଲିଛି ଖୁଲମଖୋଲା ଦେହବେପାର । ଟିଣ ଛପର ଘର ଭିତରେ ପ୍ରସ୍ତୁତ ହୋଇଛି ସୌଖୀନ ଶୟନ କକ୍ଷ । ଫ୍ୟାନ ବୁଲିଛି, ରୁମ ସଜ୍ଜା ହୋଇଛି । ଆଉ ବାହାରେ ଦର ତୁଟୁଛି । ୫ ଶହରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ହେଉଛି ରେଟ୍ ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe