ପୌର ନିର୍ବାଚନ: ସରିଲା ପ୍ରଚାର, ଗୁରୁବାର ଭୋଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଆସନ୍ତା ଗୁରୁବାର ଦିନ ଭୋଟଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ତେବେ ପ୍ରଥମଥର ପାଇଁ ସିଧାସଳଖ ମେୟର ଓ ଅଧ୍ୟକ୍ଷ ନିର୍ବାଚନ ହେଉଥିବାବେଳେ ଶାସକ ବିଜେଡିରେ ସଂଖ୍ୟାଧିକ ବିଦ୍ରୋହୀ ପ୍ରାର୍ଥୀ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆସନ୍ତା ଗୁରୁବାର ଦିନ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ […]

election

election

Ordigital Desk
  • Published: Tuesday, 22 March 2022
  • Updated: 22 March 2022, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଆସନ୍ତା ଗୁରୁବାର ଦିନ ଭୋଟଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ତେବେ ପ୍ରଥମଥର ପାଇଁ ସିଧାସଳଖ ମେୟର ଓ ଅଧ୍ୟକ୍ଷ ନିର୍ବାଚନ ହେଉଥିବାବେଳେ ଶାସକ ବିଜେଡିରେ ସଂଖ୍ୟାଧିକ ବିଦ୍ରୋହୀ ପ୍ରାର୍ଥୀ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆସନ୍ତା ଗୁରୁବାର ଦିନ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ ।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ପୌର ନିର୍ବାଚନରେ ମୋଟ ୫୬୯ଜଣ ପ୍ରାର୍ଥୀ ମେୟର ଓ ଅଧ୍ୟକ୍ଷ ପଦବୀ ଏବଂ ୫୮୪୨ଜଣ ପ୍ରାର୍ଥୀ କର୍ପୋରେଟର/କାଉନସିଲର ପଦବୀ ନିମନ୍ତେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ।ମୋଟ ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ପୌରାଂଚଳରେ ୩ଟି ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ତେଣୁ ଏସବୁ ଆସନ ବ୍ୟତୀତ ବାକି ଆସନଗୁଡ଼ିକରେ ମତଦାନ ହେବ ।

୧୦୬ଟି ପୌର ପରିଷଦ ଓ ଏନଏସିର ମୋଟ ୧୬୭୨ଟି ୱାର୍ଡ ଓ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ମତଦାନ ହେବ । ନିର୍ବାଚନରେ ମୋଟ ୨୨ହଜାର ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୪ଜଣ ପୁଲିଂ ଅଫିସର ରହିବେ ଓ ସେମାନଙ୍କୁ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସେମାନଙ୍କୁ ଆବଣ୍ଟିତ ଭୋଟଗ୍ରହଣ କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ପାଇଁ ୩୦ ପ୍ଲାଟୁନ, କଟକ ମହାନଗରରେ ୨୦ ପ୍ଲାଟୁନ୍ ଓ ବ୍ରହ୍ମପୁର ମହାନଗରରେ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ ୩୦୦ଟି ମୋବାଇଲ ପାର୍ଟି ରହିବେ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୁଲିସ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯାଇଛି । ଆସନ୍ତା ଗୁରୁବାର ଭୋଟଗ୍ରହଣ ଶେଷ ହେବା ପରେ ଶନିବାର ଭୋଟଗଣତି ଓ ଫଳାଫଳ ପ୍ରକାଶ ପାଇବ।

ଅନ୍ୟପକ୍ଷରେ ପ୍ରଚାର ଅଭିଯାନ ଆଜି ସନ୍ଧ୍ୟାଠୁ ବନ୍ଦ ଥିଲେ ମଧ୍ୟ ନିଜ ସପକ୍ଷରେ ଭୋଟ ସଂଗ୍ରହ ପାଇଁ ପ୍ରାର୍ଥିମାନେ ଶେଷ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଧିକାଂଶ ସ୍ଥାନରେ ଶାସକ ବିଜେଡିର ଏକାଧିକ ବିଦ୍ରୋହୀ ପ୍ରାର୍ôଥ ଦଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଯଦିଓ ବିଜେଡି ଚଳିତ ପୌର ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ପାଇଁ ପ୍ରାୟ ୬୦ଜଣଙ୍କୁ ନିଲମ୍ବନ କରିଛି ତଥା କଟକ ଓ ଭୁବନେଶ୍ୱରରେ ବିଦ୍ରୋହୀ ପ୍ରାର୍ଥୀ ବିଜେଡିକୁ ବେଶୀ ଅଡ଼ୁଆ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story