ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜାରି ରଖିଛନ୍ତି। ପିପିଲି ୨୪ ନମ୍ବର ଜୋନର ରଥ ପୁରୁଷୋତ୍ତମପୁର, ସରସ୍ୱତୀପୁର ଓ ତେଇଶିପୁର ପଞ୍ଚାୟତରେ ନିଜ କର୍ମୀ ଏବଂ ସମର୍ଥକଙ୍କୁ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପିପିଲି […]

bjp

bjp

Tapaswini Nayak
  • Published: Monday, 27 September 2021
  • Updated: 27 September 2021, 06:07 PM IST

Sports

Latest News

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜାରି ରଖିଛନ୍ତି। ପିପିଲି ୨୪ ନମ୍ବର ଜୋନର ରଥ ପୁରୁଷୋତ୍ତମପୁର, ସରସ୍ୱତୀପୁର ଓ ତେଇଶିପୁର ପଞ୍ଚାୟତରେ ନିଜ କର୍ମୀ ଏବଂ ସମର୍ଥକଙ୍କୁ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି।

ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପିପିଲି ଏନଏସିର ବିଭିନ୍ନ ଓ୍ୱାର୍ଡ ବୁଲି ପ୍ରଚାର ଚଲାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଜୋରସୋରରେ ପ୍ରଚାର ଚଳାଛନ୍ତି।

[caption id="attachment_679322" align="aligncenter" width="650"]pipili-bypoll ଜୋରସୋରରେ ଚାଲିଛି ପ୍ରଚାର[/caption]

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଆମେ ଗାଁ ଗାଁ ବୁଲି ଭୋଟର ଭାଇଙ୍କ ଠାରୁ ଆର୍ଶୀବାଦ ନେଉଛୁ। ଜନସାଧାରଣଙ୍କ ଶ୍ରଦ୍ଧା ଓ ପରିବର୍ତ୍ତନର ନାରା ପିପିଲି ଓ ଡେଲାଙ୍ଗାରେ ଇତିହାସ ରଚନା କରିବ। ଆଗାମୀ ଦିନରେ ଆପଣ ଏହା ଦେଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story