Advertisment

ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜାରି ରଖିଛନ୍ତି। ପିପିଲି ୨୪ ନମ୍ବର ଜୋନର ରଥ ପୁରୁଷୋତ୍ତମପୁର, ସରସ୍ୱତୀପୁର ଓ ତେଇଶିପୁର ପଞ୍ଚାୟତରେ ନିଜ କର୍ମୀ ଏବଂ ସମର୍ଥକଙ୍କୁ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପିପିଲି […]

ଅଦ୍ୟତନ ହୋଇଛି
ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

bjp

Advertisment

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜାରି ରଖିଛନ୍ତି। ପିପିଲି ୨୪ ନମ୍ବର ଜୋନର ରଥ ପୁରୁଷୋତ୍ତମପୁର, ସରସ୍ୱତୀପୁର ଓ ତେଇଶିପୁର ପଞ୍ଚାୟତରେ ନିଜ କର୍ମୀ ଏବଂ ସମର୍ଥକଙ୍କୁ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି।

Advertisment

ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପିପିଲି ଏନଏସିର ବିଭିନ୍ନ ଓ୍ୱାର୍ଡ ବୁଲି ପ୍ରଚାର ଚଲାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଜୋରସୋରରେ ପ୍ରଚାର ଚଳାଛନ୍ତି।

[caption id="attachment_679322" align="aligncenter" width="650"]pipili-bypoll ଜୋରସୋରରେ ଚାଲିଛି ପ୍ରଚାର[/caption]

Advertisment

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଆମେ ଗାଁ ଗାଁ ବୁଲି ଭୋଟର ଭାଇଙ୍କ ଠାରୁ ଆର୍ଶୀବାଦ ନେଉଛୁ। ଜନସାଧାରଣଙ୍କ ଶ୍ରଦ୍ଧା ଓ ପରିବର୍ତ୍ତନର ନାରା ପିପିଲି ଓ ଡେଲାଙ୍ଗାରେ ଇତିହାସ ରଚନା କରିବ। ଆଗାମୀ ଦିନରେ ଆପଣ ଏହା ଦେଖିବେ।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe