ଅସଲି ପ୍ରାର୍ଥିର ନକଲି ସାର୍ଟିଫିକେଟ| Odisha Reporter
ବଲାଙ୍ଗିର ଡାକମଣ୍ଡଳ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ବାହାରିଛି ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏ.ବି.ପି.ଏମ ଓ ଡାକସେବକ ପଦବୀ। ନିୟମ ଅନୁଯାୟୀ, ପୋଷ୍ଟ ଅଫିସରେ ଚାକିରୀ ପାଇଁ କୌଣସି ପରୀକ୍ଷା ହୁଏ ନାହିଁ, ନୁହେଁ ଅଧିକ ମାର୍କ ରଖିଥିବା ପ୍ରାଥିଙ୍କୁ ହିଁ ଚୟନ କରାଯାଇଥାଏ। ଫଳରେ ଅଧିକ ମାର୍କ ରଖିଥିବା ଆବେଦନକାରୀଙ୍କ ସାର୍ଟିଫିକେଟ ଓ ମାର୍କସିଟ ଛାନଭିନ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
