ପାଳନ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ | Odisha Reporter
ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ରାଜଧାନୀର ପ୍ଲାଟିନମ ଜୁବଲି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ତିନି ଦିନିଆ ଉତ୍ସବ ସହ ପ୍ରତିଷ୍ଠା ଦିବସ ପାଇଁ ଖୁବ ଚଳଚଞ୍ଚଳ ବିଏମସି କାର୍ଯ୍ୟାଳୟ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
