Advertisment

କ୍ୟାପିଟାଲ୍ ହସ୍ପିଟାଲରେ ଖୋଲିବ ପିଜି ପାଠ୍ୟକ୍ରମ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ୟାପିଟାଲ୍  ହସ୍ପିଟାଲରେ ଖୋଲିବ ପିଜି ପାଠ୍ୟକ୍ରମ। ଶୁକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ୍ ହସ୍ପିଟାଲରେ ୨୬ଟି ପିଜି ସିଟ୍ ଖୋଲିବ। ଏଥି ପାଇଁ ୧୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷ ମଧ୍ୟରେ  ଏ ନେଇ ଭିତ୍ତିଭୂମି କାମ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, […]

author-image
Rakesh Mallick
ମାଲକାନଗିରିରେ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ପ୍ରଭାବିତ ଗାଁକୁ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ

health minister

ଭୁବନେଶ୍ୱର: କ୍ୟାପିଟାଲ୍  ହସ୍ପିଟାଲରେ ଖୋଲିବ ପିଜି ପାଠ୍ୟକ୍ରମ। ଶୁକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ୍ ହସ୍ପିଟାଲରେ ୨୬ଟି ପିଜି ସିଟ୍ ଖୋଲିବ। ଏଥି ପାଇଁ ୧୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷ ମଧ୍ୟରେ  ଏ ନେଇ ଭିତ୍ତିଭୂମି କାମ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ବାରିପଦା ଓ ପୁରୀରେ ହେବାକୁ ଥିବା ମେଡିକାଲ କଲେଜର  କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ  ଚାଲିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।