Advertisment

‘ଓଡ଼ିଶା ରିପୋର୍ଟର’ ସମ୍ପାଦକଙ୍କୁ ପୁଣି ପଚରାଉଚରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ ସୋମବାର ପୁଣିଥରେ କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ‘ଓଡ଼ିଶା ରିପୋର୍ଟର’ ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ପୂର୍ବରୁ ମଧ୍ୟ ୨ଥର ହାଜର ହୋଇସାରିଛନ୍ତି। ପୂର୍ବ ୨ଥର ପରି ସୋମବାର ମଧ୍ୟ ବେଶ କିଛି ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଓଡ଼ିଶା ରିପୋର୍ଟରର ସୋଶାଲ ମିଡିଆରେ ପ୍ରସାରଣ କରାଯାଇଥିବା ଅଡିଓ ବିଷୟରେ ପଚାରିଥିଲେ। ଶ୍ରୀ ପୃଷ୍ଟି ତଦନ୍ତକାରୀ […]

ଅଦ୍ୟତନ ହୋଇଛି
‘ଓଡ଼ିଶା ରିପୋର୍ଟର’ ସମ୍ପାଦକଙ୍କୁ ପୁଣି ପଚରାଉଚରା

or

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ ସୋମବାର ପୁଣିଥରେ କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ‘ଓଡ଼ିଶା ରିପୋର୍ଟର’ ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ପୂର୍ବରୁ ମଧ୍ୟ ୨ଥର ହାଜର ହୋଇସାରିଛନ୍ତି। ପୂର୍ବ ୨ଥର ପରି ସୋମବାର ମଧ୍ୟ ବେଶ କିଛି ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲା।

Advertisment

ତଦନ୍ତକାରୀ ଅଧିକାରୀ ଓଡ଼ିଶା ରିପୋର୍ଟରର ସୋଶାଲ ମିଡିଆରେ ପ୍ରସାରଣ କରାଯାଇଥିବା ଅଡିଓ ବିଷୟରେ ପଚାରିଥିଲେ। ଶ୍ରୀ ପୃଷ୍ଟି ତଦନ୍ତକାରୀ ଅଧିକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe