Advertisment

ବାପା ସାମ୍ନାରେ ପିଲାକୁ ପିଟିଦେଲା କାର୍

ପିଲାଙ୍କ ପିଲାଳିଆମି ଯେ କେତେ ମହଙ୍ଗା ସାବ୍ୟସ୍ତ ହୋଇପାରେ ତାହା ଏହି ଘଟଣାରୁ ହିଁ ସ୍ପଷ୍ଟ ହୋଇଯାଉଛି। ଟିକିଏ ମାତ୍ର ଅସାବଧାନତା ଜୀବନରେ ଯେ କେଡ଼େ ବଡ଼ ବିପତ୍ତି ଆଣିଦେଇ ପାରେ ତାହା ଆଉ କହିବାର ବୋଧେ ଆବଶ୍ୟକତା ନାହିଁ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରୁ ଆସିଥିବା ଏହି ସିସିଟିଭି ଫୁଟେଜ ପ୍ରତିଟି ବାପା ପାଇଁ ସନ୍ଦେଶ, ପ୍ରତିଟି ମା’ ପାଇଁ ଚେତାବନୀ।

author-image
Debendra Prusty

Odisha Accident Father's Grief