ପିଲାଙ୍କ ପିଲାଳିଆମି ଯେ କେତେ ମହଙ୍ଗା ସାବ୍ୟସ୍ତ ହୋଇପାରେ ତାହା ଏହି ଘଟଣାରୁ ହିଁ ସ୍ପଷ୍ଟ ହୋଇଯାଉଛି। ଟିକିଏ ମାତ୍ର ଅସାବଧାନତା ଜୀବନରେ ଯେ କେଡ଼େ ବଡ଼ ବିପତ୍ତି ଆଣିଦେଇ ପାରେ ତାହା ଆଉ କହିବାର ବୋଧେ ଆବଶ୍ୟକତା ନାହିଁ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରୁ ଆସିଥିବା ଏହି ସିସିଟିଭି ଫୁଟେଜ ପ୍ରତିଟି ବାପା ପାଇଁ ସନ୍ଦେଶ, ପ୍ରତିଟି ମା’ ପାଇଁ ଚେତାବନୀ।