Advertisment

ଡିଭାଇଡରରେ ପିଟି ହୋଇ ଦୋକାନ ଉପରେ ମାଡ଼ିଗଲା କାର୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ମହାଦେବ ମନ୍ଦିର ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ପରେ ରାସ୍ତାକଡ଼ରେ ଥିବା ଦୋକନ ଉପରେ ମାଡ଼ି ଯାଇଛି। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ କାର୍‌ ଡ୍ରାଇଭର ଅଳ୍ପକେ ବଞ୍ଚି ଯାଇଛନ୍ତି। କାର୍‌ରେ ଥିବା ଶାସ୍ତ୍ରୀନଗର ପଡାର ସୁଧାଂଶୁ ଶେଖର ଖମାରୀ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ […]

ଅଦ୍ୟତନ ହୋଇଛି
ଡିଭାଇଡରରେ ପିଟି ହୋଇ ଦୋକାନ ଉପରେ ମାଡ଼ିଗଲା କାର୍‌

accident

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ମହାଦେବ ମନ୍ଦିର ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ପରେ ରାସ୍ତାକଡ଼ରେ ଥିବା ଦୋକନ ଉପରେ ମାଡ଼ି ଯାଇଛି।

Advertisment

ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ କାର୍‌ ଡ୍ରାଇଭର ଅଳ୍ପକେ ବଞ୍ଚି ଯାଇଛନ୍ତି। କାର୍‌ରେ ଥିବା ଶାସ୍ତ୍ରୀନଗର ପଡାର ସୁଧାଂଶୁ ଶେଖର ଖମାରୀ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରି ଯାଇଛନ୍ତି।

ଦୁର୍ଘଟଣାରେ କାର୍‌ର ସାମ୍ନା ଅଂଶଟି ଭାଙ୍ଗି  ନଷ୍ଟ ହୋଇଯାଇଛି।  ସୁଧାଂଶୁ କାର୍‌ରେ ଏକା ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe