Advertisment

ଖୋର୍ଦ୍ଧାରେ ଠିଆ ଠିଆ ଜଳିଗଲା କାର୍‌, ଦେଖନ୍ତୁ ଭିଡ଼ିଓ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଏକ କାର୍ ରାସ୍ତା କଡ଼ରେ ଠିଆ ହୋଇଥିବା ଅବସ୍ଥାରେ ସଂପୂର୍ଣ୍ଣଜଳି ଯାଇଛି। କାର୍‌ରେ ହଠାତ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଛି। ତେବେ କାର୍‌ ଜଳିବା ବେଳେ ସେଥିରେ କେହି ନଥିଲେ। କାର୍‌ରେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ସେତେବେଳକୁ ଗାଡିଟି ସଂପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା। ଗାଡିଟି ସ୍ଥାନୀୟ ମଠସାହି ଅଞ୍ଚଳର ବୋଲି ଜଣାପଡିଛି।

ଖୋର୍ଦ୍ଧାରେ ଠିଆ ଠିଆ ଜଳିଗଲା କାର୍‌, ଦେଖନ୍ତୁ ଭିଡ଼ିଓ

car-burning

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଏକ କାର୍ ରାସ୍ତା କଡ଼ରେ ଠିଆ ହୋଇଥିବା ଅବସ୍ଥାରେ ସଂପୂର୍ଣ୍ଣଜଳି ଯାଇଛି।

Advertisment

କାର୍‌ରେ ହଠାତ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଛି। ତେବେ କାର୍‌ ଜଳିବା ବେଳେ ସେଥିରେ କେହି ନଥିଲେ। କାର୍‌ରେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ସେତେବେଳକୁ ଗାଡିଟି ସଂପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା। ଗାଡିଟି ସ୍ଥାନୀୟ ମଠସାହି ଅଞ୍ଚଳର ବୋଲି ଜଣାପଡିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe