ହତ୍ୟା କଲା ଆମ୍ବୁଲାନ୍ସରେ ନେଲା | Odisha Reporter
ହତ୍ୟା କଲା ଆମ୍ବୁଲାନ୍ସରେ ନେଲା
ସମ୍ପତ୍ତି ଲୋଭ ଆଗରେ ରକ୍ତ ସମ୍ପର୍କ ପଡ଼ିଲା ଫିକା। ବଡ଼ ଭାଇକୁ ଅତି ନିର୍ମମ ଭାବେ ସାନ ଭାଇ କଲା ହତ୍ୟା। ଧରାପଡ଼ିବା ଭୟରେ ନିଜେ ଆମ୍ବୁଲାନସରେ ନେଲା ହସ୍ପିଟାଲ୍। ସିସିଟିଭି ଖୋଲିଦେଲା ସାନ ଭାଇର ସୈତାନ ଚେହେରା।
ହତ୍ୟା କଲା ଆମ୍ବୁଲାନ୍ସରେ ନେଲା | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
