Advertisment

ବିଲେଇ ଜଗିଥିଲା ମାଛ, ଏବେ ପଡ଼ିବ କି ଧରା?

ଶୁଣିଲେ ତ କେମିତି ଏ.ସି.ଏସ.ଓ ରାଉତ ବାବୁଙ୍କ ନାଁ ନେଇ ଜଣେ ଦଲାଲ ଚାଉଳ ବଣ୍ଟନ ଦାୟତ୍ୱରେ ଥିବା ଗୋଟିଏ ଏସ୍‌.ଏଚ.ଜି ଗ୍ରୁପର ସଭାନେତ୍ରୀଙ୍କୁ ଟଙ୍କା ମାଗୁଛି! ସ୍ପଷ୍ଟ ଭାବରେ କହୁଛି, ତୁମ ପାଖରେ କମ ଥିବା ୩୫ କ୍ୱିଣ୍ଟାଲ ଚାଉଳ ଆଡଜଷ୍ଟ କରିଦିଆଯିବ। କିନ୍ତୁ ଅନ୍ୟମାନେ ଦେଉଥିବା ମୋଟା ଅଙ୍କର ଟଙ୍କା ଦେବାକୁ ପଡ଼ିବ। ଏ.ସି.ଏସ.ଓ ରାଉତ ବାବୁଙ୍କ ନାଁ କହି ବିଭିନ୍ନ ବାବଦକୁ ଟଙ୍କା ମାଗୁଛି ଦଲାଲ।

author-image
Debendra Prusty

Odisha Shg Free Rice Odisha Free Rice Scheme