ବିଜେଡି ଗଲେ ଫସିବ ନଗଲେ ଫସିବ ! || OR Political Special Report || Odisha Reporter
ଶନିବାର ବେଙ୍ଗାଲୁରୁରେ ହେବାକୁ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ କଂଗ୍ରେସ ବିରୋଧୀ ଦଳ ନେତାମାନଙ୍କୁ ନିମନ୍ତ୍ରଣ କରିଛି। ଖବର ସରବରାହ ସଂସ୍ଥା ଏଏନଆଇ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ବିଜୁ ଜନତା ଦଳକୁ ମଧ୍ୟ ନିମନ୍ତ୍ରଣ ମିଳିଛି। କିନ୍ତୁ ଇଣ୍ଡିଆ ଟୁଡେ ଅନୁସାରେ ନବୀନଙ୍କୁ ନିମନ୍ତ୍ରଣ କରାଯାଇନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
