ଚୌକିରେ ବସିଥିବା ବୟସ୍କା କିରାଣିଙ୍କୁ ଠେଲିଦେଲେ ସିଡିପିଓ

ଦେଖନ୍ତୁ କେମିତି ଜଣେ ବରିଷ୍ଠ କିରାଣୀ ହକ୍ ପାଇଁ ପ୍ରତିବାଦ କରିବାରୁ ଦବଙ୍ଗଗିରି ଦେଖାଉଛନ୍ତି ସିଡିପିଓ ବାବୁଆଣୀ ।

Manoj Swain
  • Published: Sunday, 02 July 2023
  • Updated: 02 July 2023, 04:21 PM IST

Sports

Latest News

ଦେଖନ୍ତୁ କେମିତି ଜଣେ ବରିଷ୍ଠ କିରାଣୀ ହକ୍ ପାଇଁ ପ୍ରତିବାଦ କରିବାରୁ ଦବଙ୍ଗଗିରି ଦେଖାଉଛନ୍ତି ସିଡିପିଓ ବାବୁଆଣୀ । ଚୌକିରେ ବସିଥିବା ବୟସ୍କା କିରାଣିଙ୍କୁ ଠେଲିଦେଲେ । ଏପରିକି ରାଗ ତମତମ ହୋଇ କିରାଣୀଙ୍କୁ ଚେୟାରରୁ ଠେଲି ଦେଉଛନ୍ତି । କାର୍ଯ୍ୟାଳୟ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ସମ୍ମୁଖରେ ବାବୁଆଣୀଙ୍କ ଏପରି ବ୍ୟବହାରୁକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos