ସିଡିପିଓ ବାବୁଆଣୀଙ୍କ ଦବଙ୍ଗଗିରି ଦରମା ମାଗିଲେ ବୋଲି ଠେଲିଦେଲେ | Odisha Reporter
Advertisment
ଦେଖନ୍ତୁ କେମିତି ଜଣେ ବରିଷ୍ଠ କିରାଣୀ ହକ୍ ପାଇଁ ପ୍ରତିବାଦ କରିବାରୁ ଦବଙ୍ଗଗିରି ଦେଖାଉଛନ୍ତି ସିଡିପିଓ ବାବୁଆଣୀ । ଚୌକିରେ ବସିଥିବା ବୟସ୍କା କିରାଣିଙ୍କୁ ଠେଲିଦେଲେ । ଏପରିକି ରାଗ ତମତମ ହୋଇ କିରାଣୀଙ୍କୁ ଚେୟାରରୁ ଠେଲି ଦେଉଛନ୍ତି । କାର୍ଯ୍ୟାଳୟ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ସମ୍ମୁଖରେ ବାବୁଆଣୀଙ୍କ ଏପରି ବ୍ୟବହାରୁକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us