/odisha-reporter/media/post_attachments/uploads/2020/11/image.jpg)
Cuttack SCB
କଟକ: କଟକ ବଡ ମେଡିକାଲରେ ବଡ ଦୁର୍ଘଟଣା। ଏସ୍ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥରେ ଖସିପଡିଲା ଫ୍ୟାନ। ଫଳରେ ଜଣେ ମହିଳା ରୋଗୀ ଗୁରୁତର ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ୪ ଦିନ ତଳେ ସେ ନିଆଁରେ ପୋଡି ଯାଉଥିବାରୁ ଚିକିତ୍ସା ପାଇଁ ତାଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା।
Advertisment
https://twitter.com/OdishaReporter/status/1368814987972464642?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
