Advertisment

ଏସ୍‌ସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍

କଟକ: କଟକ ବଡ ମେଡିକାଲରେ ବଡ ଦୁର୍ଘଟଣା। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥରେ ଖସିପଡିଲା ଫ୍ୟାନ। ଫଳରେ ଜଣେ ମହିଳା ରୋଗୀ ଗୁରୁତର ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ୪ ଦିନ ତଳେ ସେ ନିଆଁରେ ପୋଡି ଯାଉଥିବାରୁ ଚିକିତ୍ସା ପାଇଁ ତାଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। କଟକ SCBରେ ସର୍ଜରୀ ବିଭାଗରେ ରୋଗୀଙ୍କ ଉପରେ ଖସି ପଡ଼ିଲା ଫ୍ୟାନ୍, ମହିଳା ଗୁରୁତର, […]

ଅଦ୍ୟତନ ହୋଇଛି
ଏସସିବିରେ ଇକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ

Cuttack SCB

Advertisment

କଟକ: କଟକ ବଡ ମେଡିକାଲରେ ବଡ ଦୁର୍ଘଟଣା। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥରେ ଖସିପଡିଲା ଫ୍ୟାନ। ଫଳରେ ଜଣେ ମହିଳା ରୋଗୀ ଗୁରୁତର ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ୪ ଦିନ ତଳେ ସେ ନିଆଁରେ ପୋଡି ଯାଉଥିବାରୁ ଚିକିତ୍ସା ପାଇଁ ତାଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା।

Advertisment

https://twitter.com/OdishaReporter/status/1368814987972464642?s=20

Scb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe