Advertisment

5ଟି ସଚିବଙ୍କ କଥା ବୁଝିବ କେନ୍ଦ୍ର !

ରାଜନୀତିରେ 5ଟି ସଚିବ। ଗୋଟିଏ ପଟେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ 5ଟି ସଚିବଙ୍କ ଘନଘନ ଗସ୍ତ, ଆରପଟେ ବିରୋଧି ବି ଚାରିଆଡୁ ଷଣ୍ଢୁଆସୀ ଆକ୍ରମଣ କରିବା ଆରମ୍ଭ କରିଛନ୍ତି।

Advertisment

ରାଜନୀତିରେ 5ଟି ସଚିବ। ଗୋଟିଏ ପଟେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ 5ଟି ସଚିବଙ୍କ ଘନଘନ ଗସ୍ତ, ଆରପଟେ ବିରୋଧି ବି ଚାରିଆଡୁ ଷଣ୍ଢୁଆସୀ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। 5ଟି ସଚିବଙ୍କୁ କାଉଣ୍ଟର ଆଟାକ କରିଛନ୍ତି ଦୁଇ ଅବସରପ୍ରାପ୍ତ ସଚିବ। କଂଗ୍ରେସର ବିଜୟ ପଟ୍ଟନାୟକ ଓ ବିଜେପିର ଅପରାଜିତା ଷଡଙ୍ଗୀ। ଏହାରି ଭିତରେ କଥା ଯାଇ ପହଞ୍ଚିଛି କେନ୍ଦ୍ର ପାଖରେ। 

Advertisment
Odisha Vk Pandian Bijaya Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe