Advertisment

ବବିଙ୍କ ଖାସ୍ ସୁବ୍ରତଙ୍କ ବାଣିକରେ ରେଡ୍ !

ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଅନୁଷ୍ଠାନ ଭାନିକରେ ଜିଏସଟି ରେଡ୍ । ଟଙ୍କା ହେରଫେର ଅଭିଯୋଗରେ ଡାଇରେକ୍ଟରେଟ୍ ଜେନେରାଲ ଅଫ ଜିଏସଟି ଇଣ୍ଟିଲିଜେନସର ତନାଘନା। ତେବେ ସୁବ୍ରତ ଛାଟୋଇ ଜଣେ ବିଜେଡି ନେତା ଆଉ ସେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୁରା ଖାସ୍ ଲୋକ ବୋଲି କୁହାଯାଉଛି।

Advertisment

ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଅନୁଷ୍ଠାନ ଭାନିକରେ ଜିଏସଟି ରେଡ୍। ଟଙ୍କା ହେରଫେର ଅଭିଯୋଗରେ ଡାଇରେକ୍ଟରେଟ୍ ଜେନେରାଲ ଅଫ ଜିଏସଟି ଇଣ୍ଟିଲିଜେନସର ତନାଘନା। ତେବେ ସୁବ୍ରତ ଛାଟୋଇ ଜଣେ ବିଜେଡି ନେତା ଆଉ ସେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୁରା ଖାସ୍ ଲୋକ ବୋଲି କୁହାଯାଉଛି। ସୁବ୍ରତ ଛାଟୋଇ ବିଜେଡି ନେତାଙ୍କ ସାହାଯ୍ୟରେ ଅନେକ କଳାଟଙ୍କା ରୋଜଗାର କରିଛନ୍ତି। ନବୀନ ବାବୁଙ୍କ ସହ ଅନେକ ସଭାସମିତିରେ ସେ ଯୋଗଦିଅନ୍ତି ।

Advertisment
Odisha Education Bhubaneswar Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe