ଚାନ୍ଦବାଲି ବିଡିଓଙ୍କୁ ମାଡ଼ ଅଭିଯୋଗ !

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାଶଙ୍କୁ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ବଳ ଓ ତାଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ । ଆକ୍ରମଣ କରିବା ସହ ହତ୍ୟା ଧମକ ଓ ତାଙ୍କ ସରକାରୀ ବସଭାବଙ୍କୁ ଅଣ୍ଡାମାଡ଼ ନେଇ ଥାନାରେ ମାମାଲା ।

Manoj Swain
  • Published: Sunday, 25 June 2023
  • Updated: 25 June 2023, 12:02 PM IST

Sports

Latest News

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାଶଙ୍କୁ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ବଳ ଓ ତାଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ । ଆକ୍ରମଣ କରିବା ସହ ହତ୍ୟା ଧମକ ଓ ତାଙ୍କ ସରକାରୀ ବସଭାବଙ୍କୁ ଅଣ୍ଡାମାଡ଼ ନେଇ ଥାନାରେ ମାମାଲା । ଚାନ୍ଦ ବାଲିରେ ଚର୍ଚ୍ଚା ହେଉଛି, 5T ସଚିବଙ୍କ ମଞ୍ଚକୁ ଚଢିବାକୁ ଚାହୁଁଥିଲେ ବିଧାୟକଙ୍କ ଶ୍ୱଶୁର । ବାରଣ କରିବାରୁ ବିଡିଓ ଖାଇଲେ ପ୍ରହାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos