ସତରେ ଏମାନଙ୍କ ଭାଗ୍ୟ ବି ରାଜ୍ୟ ସରକାରଙ୍କ ଭଳି ହେଲାଣି। ନା ସରକାର ବଦଳୁଛି ନା ଏମାନଙ୍କ ଭାଗ୍ୟ। କିଛିଦିନ ତଳର ଏ ଦୃଶ୍ୟକୁ କେହି ଭୁଲି ନଥିବେ। କିଭଳି ନବରଙ୍ଗପୁରର ସୂର୍ଯ୍ୟ ହରିଜନ ଭତ୍ତା ଗଣ୍ଡକ ପାଇଁ ବୟସର ଅପରାହ୍ନରେ ସଂଘର୍ଷ କରୁଥିଲେ। ଏହି ଖବର ପ୍ରସାରଣ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନଜର ଯେବେ ୟାଙ୍କ ଉପରେ ପଡ଼ିଲା ତା ପରେ ଯାଇ ପ୍ରଶାସନର ବୁଦ୍ଧି ପଶିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡିକୁ ଫେରିବେ କି ତଥାଗତ !
ପୁଣି ବିଜେଡିକୁ ଫେରିବେ କି ତଥାଗତ। ୨୦୨୪ରେ ତଥାଗତ ପୁଣି ହେବେ କି ପ୍ରାର୍ଥୀ। ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ପୂର୍ବତନ ସାଂସଦ ତଥାଗତ ସତପଥୀ ହଠାତ ଶଙ୍ଖ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
Crime
କି ଦୋଷ କରିଥିଲେ ଦୁଇ ନିରୀହ ନାବାଳିକା?
କି ଦୋଷ କରିଥିଲେ ଦୁଇ ନିରୀହ ନାବାଳିକା? କାହିଁକି ତାଙ୍କୁ ମିଳୁନି ନ୍ୟାୟ? ଓଡ଼ିଶାରେ ମାଆ-ଭଉଣୀ କେତେ ସୁରକ୍ଷିତ? କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରୁ ଗଣଦୁଷ୍କର୍ମ ଅଭିଯୋଗ ଆସିବା ପରେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
Odisha
କିରାଣି ବଦଳିବେ, ଆଇଏଏସ ?
ପ୍ରତି ତିନି ବର୍ଷରେ ଗୋଟିଏ ସିଟ ବା ଅଫିସରୁ ବଦଳିବେ କିରାଣି। ହେଲେ ଗୋଟିଏ ସିଟରେ ଆଇଏଏସ୍ ଯେତେ ବର୍ଷ ରହିପାରିବେ! ଆଇଏଏସଙ୍କ ବଦଳି ପାଇଁ କାହିଁକି ତିଆରି କରାଯାଇନାହିଁ ନିୟମ?
Odisha
ଜନ୍ମମାଟି ଜନ ସମୁଦ୍ର
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ବୀର ଯବାନ ଦେବାଶିଷ ବିଶ୍ବାଳ ଶନିବାର ଅପରାହ୍ଣ ସାଢ଼େ ୨ଟା ସମୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି।