Advertisment

ଚାର୍ଜସିଟ ଆସିଲା, ଗୁଳି ମିଳୁନି

ଦ୍ୱିନ ଦ୍ୱିପ୍ରହରରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା। ପୁଣି ସରକାରୀ ବନ୍ଧୁକରେ। ହତ୍ୟାକୁ ୧୨୦ ଦିନ ବିତିଥିଲେ ବି ଗୁଳି ପାଉନି ତଦନ୍ତକାରୀ ଦଳ। ମନ୍ତ୍ରୀ ନବଦାସ ହତ୍ୟା ମାମଲାର ତଦନ୍ତ କରୁଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ଷଡ଼ଯନ୍ତ୍ର ତଦନ୍ତ ଚୁଲିକି ଗଲା, ଚାର୍ଜସିଟରେ ଅନ୍ୟ ଦିଗ ଦର୍ଶାଗଲା।

author-image
Debendra Prusty

ଦ୍ୱିନ ଦ୍ୱିପ୍ରହରରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା। ପୁଣି ସରକାରୀ ବନ୍ଧୁକରେ। ହତ୍ୟାକୁ ୧୨୦ ଦିନ ବିତିଥିଲେ ବି ଗୁଳି ପାଉନି ତଦନ୍ତକାରୀ ଦଳ। ମନ୍ତ୍ରୀ ନବଦାସ ହତ୍ୟା ମାମଲାର ତଦନ୍ତ କରୁଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ଷଡ଼ଯନ୍ତ୍ର ତଦନ୍ତ ଚୁଲିକି ଗଲା, ଚାର୍ଜସିଟରେ ଅନ୍ୟ ଦିଗ ଦର୍ଶାଗଲା।

Advertisment
Odisha Odisha Police Murder Crime Naba Das