Advertisment

ଦେଶରେ ଶସ୍ତା ଓଡ଼ିଶାରେ ମହଙ୍ଗା !

ଭାରତରେ ୧୧୭ଟି ବିଦ୍ୟୁତ ବିତରଣ କମ୍ପାନୀ ସହ ଓଡ଼ିଶାର ୪ଟି ବିଦ୍ୟୁତ ବିତରଣ କମ୍ପାନୀର ଅଡିଟ ରିପୋର୍ଟ ତୁଳନାରୁ ଏହି ତଥ୍ୟ ମିଳିଛି।

author-image
Manoj Swain

ଓଡ଼ିଶାର ବିଦ୍ୟୁତ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି। ବିଦ୍ୟୁତ ୟୁନିଟର ହାରାହାରି ମୂଲ୍ୟକୁ ଦେଖିଲେ ଓଡ଼ିଶାର ବିଦ୍ୟୁତ ଗ୍ରାହକମାନଙ୍କୁ ଦେଶର ବିଦ୍ୟୁତ ଗ୍ରାହମାନଙ୍କଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ଭାରତରେ ୧୧୭ଟି ବିଦ୍ୟୁତ ବିତରଣ କମ୍ପାନୀ ସହ ଓଡ଼ିଶାର ୪ଟି ବିଦ୍ୟୁତ ବିତରଣ କମ୍ପାନୀର ଅଡିଟ ରିପୋର୍ଟ ତୁଳନାରୁ ଏହି ତଥ୍ୟ ମିଳିଛି। 

Advertisment
Odisha Tata Power