Advertisment

ଧୋକାବାଜ ସ୍ୱାମୀ

ଧୋକାବାଜ ସ୍ୱାମୀ! ମିଛ କହି ପ୍ରେମ କଲା। ପରେ ବାହାହେଲା। ଆଉ ଯେତେବେଳେ ମିଛ ଧରାପଡ଼ିଲା, ସେତେବେଳେ ଘରେ ପଶି ଏସିଡ୍‌ ମାଡ଼ କଲା। ଏପରି ଲୋମ ଟାଙ୍କୁରା ଦୃଶ୍ୟ ବାଲେଶ୍ୱର ଟାଉନ୍‌ରେ ଘଟିଛି। ଜହ୍ଲାଦ ସ୍ୱାମୀର ଏସିଡ୍‌ ମାଡ଼ରେ ପତ୍ନୀ, ଦେଢ଼ଶାଳୀ(ପତ୍ନୀଙ୍କ ବଡ଼ ଭଉଣୀ) ଓ ଦୁଇ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି

Advertisment

ଧୋକାବାଜ ସ୍ୱାମୀ! ମିଛ କହି ପ୍ରେମ କଲା। ପରେ ବାହାହେଲା। ଆଉ ଯେତେବେଳେ ମିଛ ଧରାପଡ଼ିଲା, ସେତେବେଳେ ଘରେ ପଶି ଏସିଡ୍‌ ମାଡ଼ କଲା। ଏପରି ଲୋମ ଟାଙ୍କୁରା ଦୃଶ୍ୟ ବାଲେଶ୍ୱର ଟାଉନ୍‌ରେ ଘଟିଛି। ଜହ୍ଲାଦ ସ୍ୱାମୀର ଏସିଡ୍‌ ମାଡ଼ରେ ପତ୍ନୀ, ଦେଢ଼ଶାଳୀ(ପତ୍ନୀଙ୍କ ବଡ଼ ଭଉଣୀ) ଓ ଦୁଇ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି।

Advertisment
Balasore Acid Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe