Advertisment

ଗଞ୍ଜାମରେ 'କାଳିଆ' ହିତାଧିକାରୀଙ୍କୁ ସହାୟତା ବଣ୍ଟନ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୁରୀ ପରେ ଗଞ୍ଜାମ  ଜିଲ୍ଲାରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡ଼ିଆରେ ଆୟୋଜିତ ଚାଷୀ ସମାବେଶରେ ଯୋଗଦେଇ ନବୀନ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଏହାସହ ଗଞ୍ଜାମ ଜିଲ୍ଲା ପାଇଁ ୧ ହଜାର ୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରହିଛି ବିଭିନ୍ନ ବ୍ଲକରେ ୧୬ଟି ଅନୁସୂଚିତ ଜନଜାତି ଛାତ୍ରୀ ନିବାସ, […]

ଗଞ୍ଜାମରେ 'କାଳିଆ' ହିତାଧିକାରୀଙ୍କୁ ସହାୟତା ବଣ୍ଟନ 

naveen1

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୁରୀ ପରେ ଗଞ୍ଜାମ  ଜିଲ୍ଲାରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡ଼ିଆରେ ଆୟୋଜିତ ଚାଷୀ ସମାବେଶରେ ଯୋଗଦେଇ ନବୀନ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।

Advertisment

ଏହାସହ ଗଞ୍ଜାମ ଜିଲ୍ଲା ପାଇଁ ୧ ହଜାର ୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରହିଛି ବିଭିନ୍ନ ବ୍ଲକରେ ୧୬ଟି ଅନୁସୂଚିତ ଜନଜାତି ଛାତ୍ରୀ ନିବାସ, କବିସୂର୍ଯ୍ୟ ନଗରର ବାଘୁଆ ନଦୀ ଉପରେ ସେତୁ ନିର୍ମାଣ ଭଳି ଅନେକ ପ୍ରକଳ୍ପ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe