ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଐଶ୍ୱର୍ଯ୍ୟା

ଭୁବନେଶ୍ୱର: ଚିକିତ୍ସା ପାଇଁ ଦୂରାରୋଗ୍ୟରେ ପୀଡିତା ଐଶ୍ୱର୍ଯ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଗତକାଲି ପିତା   ଆର୍ଯ୍ୟବ୍ରତ ତାଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଐଶ୍ୱର୍ଯ୍ୟା ଗତ ୩ବର୍ଷ ଧରି ମଲ୍ଟିପୁଲ୍ ସ୍କ୍ଲେରୋସିସ୍ ରୋଗରେ ପୀଡିତ ଅଛନ୍ତି। ସେ ଏବେ ଚଲାବୁଲା କରିପାରୁନଥିବାବେଳେ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ଝିଅର ଚିକିତ୍ସା ପାଇଁ ପ୍ରାୟ ୧୦ଲକ୍ଷ ଟଙ୍କ। ଖର୍ଚ୍ଚ କରିସାରିଥିଲେ ମଧ୍ୟ ଚିକିତ୍ସା ଅଧାରେ ରହିଯାଇଥିବା କହିଛନ୍ତି ତାଙ୍କ ପିତା। ପେଶାରେ ଜଣେ ଅଣ୍ଡା […]

aias meet cm

aias meet cm

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 06:05 AM IST

Sports

Latest News

ଭୁବନେଶ୍ୱର: ଚିକିତ୍ସା ପାଇଁ ଦୂରାରୋଗ୍ୟରେ ପୀଡିତା ଐଶ୍ୱର୍ଯ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଗତକାଲି ପିତା   ଆର୍ଯ୍ୟବ୍ରତ ତାଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଐଶ୍ୱର୍ଯ୍ୟା ଗତ ୩ବର୍ଷ ଧରି ମଲ୍ଟିପୁଲ୍ ସ୍କ୍ଲେରୋସିସ୍ ରୋଗରେ ପୀଡିତ ଅଛନ୍ତି। ସେ ଏବେ ଚଲାବୁଲା କରିପାରୁନଥିବାବେଳେ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ଝିଅର ଚିକିତ୍ସା ପାଇଁ ପ୍ରାୟ ୧୦ଲକ୍ଷ ଟଙ୍କ। ଖର୍ଚ୍ଚ କରିସାରିଥିଲେ ମଧ୍ୟ ଚିକିତ୍ସା ଅଧାରେ ରହିଯାଇଥିବା କହିଛନ୍ତି ତାଙ୍କ ପିତା। ପେଶାରେ ଜଣେ ଅଣ୍ଡା ବ୍ୟବସାୟୀ ପିତା ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଐଶର୍ଯ୍ୟାଙ୍କୁ ଭଲ କରିବାପାଇଁ ସମସ୍ତ ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story