Advertisment

ପିଲାଙ୍କୁ ମିଳୁନି, ଜଙ୍ଗଲରେ ଖତ ଖାଉଛି ପୁଳା ପୁଳା ସ୍କୁଲ୍‌ ଡ୍ରେସ୍‌

ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ ସମେତ ୟୁନିଫର୍ମର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀ ପିଛା ବର୍ଷକୁ ୨ ହଳ ଡ୍ରେସ୍‌ ଦେବାର ବ୍ୟବସ୍ଥା ବି ରହିଛି। ହେଲେ ପିଲାଙ୍କୁ ବଣ୍ଟା ଯିବା ବଦଳରେ ଜଙ୍ଗଲରେ ଖତ ଖାଉଛି ଗଦା ଗଦା ସ୍କୁଲ ୟୁନିଫର୍ମ। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ପଛପଟ ବନଦୁର୍ଗା ମନ୍ଦିର ନିକଟରେ ଦେଖିବାକୁ ମିଳିଛି ।

Advertisment
School Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe