ପିଲା ଚୋର ସନ୍ଦେହରେ ଛେଚା ଖାଇଲେ ୭ ଅଣଓଡ଼ିଆ

<p>ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାୟଗଡ଼ାରୁ ଗଞ୍ଜାମକୁ ବ୍ୟାପିଲା ପିଲା ଚୋରି ଗୁଜବ। ପିଲା ଚୋରି ସନ୍ଦେହରେ ୭ ଜଣ ଅଣଓଡ଼ିଆ ଯୁବକଙ୍କୁ ନିର୍ଧୁମ୍ ପିଟିଛନ୍ତି ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ଲୋକେ। ଗତକାଲି ବିଳମ୍ବିତ ରାତିରେ ନୂଆବଜାର ଥାନା ଗେଟ୍ ବଜାର ଅଞ୍ଚଳରେ ତାମିଲନାଡୁର ୬ ଜଣ ଯୁବକ ବୁଲୁଥିଲେ। ତେବେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ସ୍ଥାନୀୟ ଲୋକେ ଅଟକ ରଖି ପଚରାଉଚରା କରିଥିଲେ। ହେଲେ ଓଡ଼ିଆ ଭାଷା ଜାଣି ନଥିବାରୁ ସେମାନେ କିଛି ଉତ୍ତ ଦେଇ ପାରି ନଥିଲେ। ଫଳରେ ଲୋକେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ନିସ୍ତୁକ ପିଟିଥିଲେ।</p> <p>ଖବର ପାଇଁ ଗେଟ୍&nbsp; ବଜାର ପୋଲିସ ଯୁବକମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରେ ପୋଲିସ ସେମାନଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା।</p>

Ordigital Desk
  • Published: Sunday, 27 May 2018
  • Updated: 27 May 2018, 02:34 PM IST

Sports

Latest News

<p>ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାୟଗଡ଼ାରୁ ଗଞ୍ଜାମକୁ ବ୍ୟାପିଲା ପିଲା ଚୋରି ଗୁଜବ। ପିଲା ଚୋରି ସନ୍ଦେହରେ ୭ ଜଣ ଅଣଓଡ଼ିଆ ଯୁବକଙ୍କୁ ନିର୍ଧୁମ୍ ପିଟିଛନ୍ତି ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ଲୋକେ। ଗତକାଲି ବିଳମ୍ବିତ ରାତିରେ ନୂଆବଜାର ଥାନା ଗେଟ୍ ବଜାର ଅଞ୍ଚଳରେ ତାମିଲନାଡୁର ୬ ଜଣ ଯୁବକ ବୁଲୁଥିଲେ। ତେବେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ସ୍ଥାନୀୟ ଲୋକେ ଅଟକ ରଖି ପଚରାଉଚରା କରିଥିଲେ। ହେଲେ ଓଡ଼ିଆ ଭାଷା ଜାଣି ନଥିବାରୁ ସେମାନେ କିଛି ଉତ୍ତ ଦେଇ ପାରି ନଥିଲେ। ଫଳରେ ଲୋକେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ନିସ୍ତୁକ ପିଟିଥିଲେ।</p><p>ଖବର ପାଇଁ ଗେଟ୍&nbsp; ବଜାର ପୋଲିସ ଯୁବକମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରେ ପୋଲିସ ସେମାନଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos