ଚିଙ୍ଗୁଡିପୁରରେ ମର୍ମନ୍ତୁଦ ଦୂର୍ଘଟଣା:୪ ମୃତ ଓ ୫ ଗୁରୁତର

ଭଦ୍ରକ: ଭଦ୍ରକ ଚିଙ୍ଗୁଡିପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତୁ୍ୟ ହୋଇଛି। ମୃତକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଏମାନେ ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଏକ ବୋଲେରୋରେ ଯାଉଥିଲେ। ତେବେ ଆଜି ସାକଳେ ଚିଙ୍ଗୁଡିପୁର ଛକ ନିକଟରେ ବୋଲେରୋରଟି ଭାରସାମ୍ୟ ହରାଇ ଲକ ପୋଲରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ଏବଂ ମେଡିକାଲରେ ୪ଜଣଙ୍କର ମୃତୁ୍ୟ ହୋଇଥଇବା ସୂଚନା ମଳିଛି । ଆହାତ ୫ଜଣଙ୍କୁ ଗୁରୁତର ଅବସ୍ଥାରେ କଟକଟକୁ ସ୍ଥାନାନ୍ତର କରାଯାଇଛି […]

accident

Rakesh Mallick
  • Published: Saturday, 02 May 2015
  • , Updated: 02 May 2015, 05:52 AM IST

ଭଦ୍ରକ: ଭଦ୍ରକ ଚିଙ୍ଗୁଡିପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତୁ୍ୟ ହୋଇଛି। ମୃତକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଏମାନେ ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଏକ ବୋଲେରୋରେ ଯାଉଥିଲେ। ତେବେ ଆଜି ସାକଳେ ଚିଙ୍ଗୁଡିପୁର ଛକ ନିକଟରେ ବୋଲେରୋରଟି ଭାରସାମ୍ୟ ହରାଇ ଲକ ପୋଲରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ଏବଂ ମେଡିକାଲରେ ୪ଜଣଙ୍କର ମୃତୁ୍ୟ ହୋଇଥଇବା ସୂଚନା ମଳିଛି । ଆହାତ ୫ଜଣଙ୍କୁ ଗୁରୁତର ଅବସ୍ଥାରେ କଟକଟକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ବୋଲେରୋରେ ମୋଟ ୯ଜଣ ଯାତ୍ରୀ ଥିଲେ ।

Related story