ଚିଟ୍‌ଫଣ୍ଡ୍ ସଂସ୍ଥା ଆସ୍ଥା ସମ୍ପତ୍ତିର ନିଲାମୀ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲ ସମ୍ପତ୍ତିର ନିଲାମୀ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଦିନ ୧୧ଟାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଛତ୍ରପୁର ଓ ଚିଲିକା ତହସିଲରେ ଥିବା ଜମି ଆଜି ନିଲାମୀ କରାଯାଉଛି। ମୋଟ ୩ ଏକର ୫୩୭ ଡେସିମିଲ ଜମି ନିଲାମ କରାଯିବ। ସଂପତ୍ତିର ବେସ୍ ପ୍ରାଇସ୍ ୧ କୋଟି ୪୨ ଲକ୍ଷ ଧାର୍ଯ୍ୟ କରାଯାଇଛି।

ଗତକାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍‌ର ସମ୍ପତ୍ତି ନିଲାମ କରାଯାଇଥିଲା। କିନ୍ତୁ କେହି ବିଡର ଇ-ନିଲାମୀରେ ଭାଗ ନେଇ ନ ଥିଲେ।

ଆହୁରି ପଢ଼ନ୍ତୁ

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ବିବାଦରେ ବିଏମସି କମିଶନର: ବର୍ଷିଲେ ବିଜୟ , ଥାନାରେ ବି ମାମଲା

କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍ ଅବଧି

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ସମ୍ଭବ ହେଲା: ଗଜପତି

ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍

୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା