ଅଦ୍ୟତନ ହୋଇଛି
chitfund
Advertisment
ଭୁବନେଶ୍ୱର: ଚିଟ୍ଫଣ୍ଡ୍ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲ ସମ୍ପତ୍ତିର ନିଲାମୀ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଦିନ ୧୧ଟାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଛତ୍ରପୁର ଓ ଚିଲିକା ତହସିଲରେ ଥିବା ଜମି ଆଜି ନିଲାମୀ କରାଯାଉଛି। ମୋଟ ୩ ଏକର ୫୩୭ ଡେସିମିଲ ଜମି ନିଲାମ କରାଯିବ। ସଂପତ୍ତିର ବେସ୍ ପ୍ରାଇସ୍ ୧ କୋଟି ୪୨ ଲକ୍ଷ ଧାର୍ଯ୍ୟ କରାଯାଇଛି।
Advertisment
ଗତକାଲି ଚିଟ୍ଫଣ୍ଡ୍ ସଂସ୍ଥା ସାଫେକ୍ସ ଇନ୍ଫ୍ରା ଇଣ୍ଡିଆ ଲିମିଟେଡ୍ର ସମ୍ପତ୍ତି ନିଲାମ କରାଯାଇଥିଲା। କିନ୍ତୁ କେହି ବିଡର ଇ-ନିଲାମୀରେ ଭାଗ ନେଇ ନ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/06/chitfund1-701x475.png)