Advertisment

ଚିଟ୍ ଫଣ୍ଡ ଠକେଇ: ମ୍ୟାଗନକ୍ସ ଇମ୍ଫ୍ର।ର ୬ ନିର୍ଦ୍ଦେଶକ ଗିରଫ

ଭଦ୍ରକ: ଚିଟ୍ ଫଣ୍ଡ୍ ଠକେଇ ଘଟଣାରେ ୬ ନିଦ୍ଦେର୍ଶକକୁ ଗିରଫ କରିଛି ଭଦ୍ରକ ପୋଲିସ। ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କ। ହଡପ କରିଥିବା ଅଭିଯୋଗରେ ପଶ୍ଚିମ ବଙ୍ଗ କଣ୍ଟେଇର ମ୍ୟାଗନକ୍ସ ଇମ୍ଫ୍ର। ପ୍ରୋଜେକ୍ଟ ଲମିଟେଡର ସିଏମଡି ଏବଂ ୫ଜଣ ନିର୍ଦ୍ଦେଶକଙ୍କୁ ସୋର ପୋଲିସ ସହାୟତାରେ ଭଦ୍ରକ ପୋଲିସ ଗରିଫ କରିଛି। ସେମାନେ ହେଲେ କଂପାନୀର ସିଏମଡି ଦୀପଙ୍କର ଦାସ, ନିର୍ଦ୍ଦେଶକ ଅମିତାଭ ଭୂୟାଁ, ରଶ୍ମୀରଜଂନ ସ୍ୱାଇଁ, ଅନୀଲ ସେନାପତି, ଭୀମସେନ ସରେନ୍ ଏବଂ ମନୋଜ ପ୍ରଧାନ। ଓଡ଼ିଶାରେ […]

ଚିଟ୍ ଫଣ୍ଡ ଠକେଇ: ମ୍ୟାଗନକ୍ସ ଇମ୍ଫ୍ର।ର ୬ ନିର୍ଦ୍ଦେଶକ ଗିରଫ

cheatfund

Advertisment

ଭଦ୍ରକ: ଚିଟ୍ ଫଣ୍ଡ୍ ଠକେଇ ଘଟଣାରେ ୬ ନିଦ୍ଦେର୍ଶକକୁ ଗିରଫ କରିଛି ଭଦ୍ରକ ପୋଲିସ। ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କ। ହଡପ କରିଥିବା ଅଭିଯୋଗରେ ପଶ୍ଚିମ ବଙ୍ଗ କଣ୍ଟେଇର ମ୍ୟାଗନକ୍ସ ଇମ୍ଫ୍ର। ପ୍ରୋଜେକ୍ଟ ଲମିଟେଡର ସିଏମଡି ଏବଂ ୫ଜଣ ନିର୍ଦ୍ଦେଶକଙ୍କୁ ସୋର ପୋଲିସ ସହାୟତାରେ ଭଦ୍ରକ ପୋଲିସ ଗରିଫ କରିଛି। ସେମାନେ ହେଲେ କଂପାନୀର ସିଏମଡି ଦୀପଙ୍କର ଦାସ, ନିର୍ଦ୍ଦେଶକ ଅମିତାଭ ଭୂୟାଁ, ରଶ୍ମୀରଜଂନ ସ୍ୱାଇଁ, ଅନୀଲ ସେନାପତି, ଭୀମସେନ ସରେନ୍ ଏବଂ ମନୋଜ ପ୍ରଧାନ। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଜମି ଏବଂ ଅଧିକ ସୁଧ ଯୋଗେଇ ଦେବାନେଇ ସେମାନଙ୍କ ନାଁରେ ଭଦ୍ରକ ଟାଉନ ଥାନା ଏବଂ ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ୨କୋଟିରୁ ଅଧିକ ଟଙ୍କ।ର ଠକେଇ ମାମଲା ରୁଜୁ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe