ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ

ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

plus 2 PhotoOR

representational image

Niranjan Mishra
  • Published: Tuesday, 28 February 2023
  • Updated: 28 February 2023, 09:41 PM IST

ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା। ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ। ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା। ସେପଟେ ଆନ୍ଦୋଳନ ଛାଡି ପରୀକ୍ଷା ପରିଚାଳନା କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି ୬୬୨ ବର୍ଗ ଅଧ୍ୟାପକ। ତେଣୁ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ହେବ ବୋଲି ଆଶା କରାଯାଉଛି।

ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ। ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧୪୫ କେନ୍ଦ୍ର କରାଯାଇ ଥିବା ବେଳେ ୨୦୨ ଟି ହବ କରାଯାଇଛି। ଫେବୃଆରୀ ୨୫ତାରିଖରୁ ସମସ୍ତ ହବକୁ ପ୍ରଶ୍ନପତ୍ର ପଠାଯାଇଛି। ଆସନ୍ତାକାଲି ସକାଳ ୭ଟା ରେ ହବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର।

Also Read

ଦିନ ୧୦ଟା ରେ ଆରମ୍ଭ ହେବ ପରୀକ୍ଷା। ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ସେମାନେ ଆଡମିଟ କାର୍ଡ, ବ୍ଲାକ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କିଛି ବି ପରୀକ୍ଷା ହଲକୁ ନେଇପାରିବେ ନାହିଁ। ଏନେଇ ସିଏଚ୍‌ସିଇ ପରୀକ୍ଷା ନିୟନ୍ତ୍ରକ  ଆଶୋକ ନାୟକ ସୂଚନା ଦେଇଛନ୍ତି।

ଶ୍ରୀ ନାୟକ ପରୀକ୍ଷାର୍ଥୀଙ୍କୁ ସଚେତନ କରାଇ କହିଛନ୍ତି, ସୋସିଆଲ ମିଡିଆରେ ଅପଲୋଡ୍‌ ନକଲି ପ୍ରଶ୍ନପତ୍ରକୁ ବିଶ୍ୱାସ କରନ୍ତୁନି। ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବାକୁ କିଛି ଅସାଧୁ ବ୍ୟକ୍ତି ଏପରି କରୁଛନ୍ତି। ଏପରି ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ସାଇବର ଥାନାର ଆଶ୍ରୟ ନିଆଯିବ।

ସେପଟେ କୋଭିଡ୍ ପାଇଁ ମାଟ୍ରିକ ବୋର୍ଡ ପରୀକ୍ଷା ନ ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦେବେ ଏଥର କ୍ୟାରିଅରର ପ୍ରଥମ ବୋର୍ଡ ପରୀକ୍ଷା। ଏଣୁ ବୋର୍ଡ ପରୀକ୍ଷାକୁ ନେଇ ବେଶ ଉତ୍ସାହିତ ଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ଏଥର ଶତ ପ୍ରତିଶତ ସିଲାବସ୍‌ରେରେ ହେଉଚି ପରୀକ୍ଷା। 

ଅନ୍ୟପଟେ ଆଜି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ୬୬୨ ବର୍ଗ ଅଧ୍ୟାପକ ସଂଘର ଆଲୋଚନା ସଫଳ ହୋଇଛି। ପରୀକ୍ଷକମାନେ ପରୀକ୍ଷା ବର୍ଜନ ନିଷ୍ପତ୍ତିରୁ ଓହରି ଥିବାବେଳେ ପ୍ରତୀକାତ୍ମକ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story