Advertisment

ପ୍ରକାଶ ପାଇଲା IAS ରେଜଲ୍ଟ

କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଈଶିତା କିଶୋର ଟପ୍ପର ହୋଇଛନ୍ତି।

author-image
Manoj Swain

କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଈଶିତା କିଶୋର ଟପ୍ପର ହୋଇଛନ୍ତି। ପ୍ରଥମ ତିନିଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି। ମେରିଟ ଲିଷ୍ଟରେ ୫୧୬ତମ ସ୍ଥାନରେ ତେଜସ୍ୱିନୀ ବେହେରା ଅଛନ୍ତି। ତେବେ ସଫଳତା ପାଇବା ପରେ ସେ କଣ କହିଛନ୍ତି ଶୁଣନ୍ତୁ। 

Advertisment
UPSC Result Odisha