କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଈଶିତା କିଶୋର ଦେଶର ଟପ୍ପର ହୋଇଛନ୍ତି। ପ୍ରଥମ ତିନିଟି ସ୍ଥାନରେ ମହିଳାମାନେ ଅକ୍ତିଆର କରିଛନ୍ତି। ମେରିଟ ଲିଷ୍ଟର ୪୨ତମ ସ୍ଥାନରେ ଓଡ଼ିଶାର ପ୍ରଣିତା ଦାଶ ଅଛନ୍ତି। ତେବେ ସଫଳତା ପାଇବା ପରେ ସେ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପ୍ରକାଶ ପାଇଲା IAS ରେଜଲ୍ଟ
କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଈଶିତା କିଶୋର ଟପ୍ପର ହୋଇଛନ୍ତି।
National
ମୟୂରକୁ ପିଟି ପିଟି ରିଲ୍ସ?
ଆମେ ସମସ୍ତେ ଜାଣୁ ମୟୂର ଆମର ଜାତୀୟ ପକ୍ଷୀ। ଏହି ପକ୍ଷୀକୁ ଦେଖିଦେଲେ ହିଁ ମନ ଆପେ ଖୁସି ହୋଇଯାଏ। ନିଜର ସୁନ୍ଦରତା ଦ୍ୱାରା ଏହି ପକ୍ଷୀଟି ସମସ୍ତଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହି ନିରୀହ ଜୀବଟି କାହାର ବା କଣ କ୍ଷତି କରିପାରିବ ଟିକେ ଭାବିଲେ? ଅନ୍ୟକୁ ଖୁସି ଦେଉଥିବା ଏହି ପକ୍ଷୀଟିକୁ କିନ୍ତୁ ସାମାନ୍ୟ ଭିଉ ପାଇଁ ଏଠି ଅକଥନୀୟ ନିର୍ଯାତନା ଦେଉଛନ୍ତି ଯୁବକ ଯୁବତୀ। ରିଲ୍ କରିବା ନିଶାରେ ଚୁର୍ ଯୁବକଯୁବତୀ ମୟୂରକୁ ଦେଉଛନ୍ତି ଭୟଙ୍କର ଯନ୍ତ୍ରଣା।
National
ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ?
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ପୁଣି ନୂଆ ବିବାଦ। କାହିଁକି ଏହାର ଲୋକାର୍ପଣ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ ନାହିଁ ବୋଲି ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ।