Advertisment

'ଦିନକୁ ୧୦ ଘଣ୍ଟା ପାଠ ପଢୁଥିଲି'

ପ୍ରଥମ ତିନିଟି ସ୍ଥାନରେ ମହିଳାମାନେ ଅକ୍ତିଆର କରିଛନ୍ତି। ମେରିଟ ଲିଷ୍ଟର  ୩୩୪ତମ ସ୍ଥାନରେ ଓଡ଼ିଶାର ଆୟୁଷୀ ପ୍ରଧାନ ଅଛନ୍ତି। ତେବେ ସଫଳତା ପାଇବା ପରେ ସେ କଣ କହିଛନ୍ତି ଶୁଣନ୍ତୁ।

Advertisment

କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଈଶିତା କିଶୋର ଦେଶର ଟପ୍ପର ହୋଇଛନ୍ତି। ପ୍ରଥମ ତିନିଟି ସ୍ଥାନରେ ମହିଳାମାନେ ଅକ୍ତିଆର କରିଛନ୍ତି। ମେରିଟ ଲିଷ୍ଟର ୩୩୪ ତମ ସ୍ଥାନରେ ଓଡ଼ିଶାର ଆୟୁଷୀ ପ୍ରଧାନ ଅଛନ୍ତି। ତେବେ ସଫଳତା ପାଇବା ପରେ ସେ କଣ କହିଛନ୍ତି ଶୁଣନ୍ତୁ। 

Advertisment
UPSC Result Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe