Advertisment

ପ୍ରଧାନ ବିଚାରପତିଙ୍କ ପରିବାର

ସୁପ୍ରିମକୋର୍ଟ ପ୍ରଧାନ ବିଚାରପଚି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓଡ଼ିଶାର ଜ୍ୱାଇଁ ବୋଲି ଜଣାପଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି। କଟକରେ ଆୟଜିତ ହୋଇଥିବା ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସମ୍ବୋଧନ କରିବା ଅବସରରେ ନିଜକୁ ଓଡ଼ିଶାରେ ଜ୍ୱାଇଁ ବୋଲି କହିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼। ମୁଖ୍ୟ ବିଚାରପତି କହିଥିଲେ ଯେ, ସେ ଓଡିଶା ଜ୍ୱାଇଁ ହିସାବରେ ଗର୍ବ ଅନୁଭବ କରନ୍ତି।

author-image
Debendra Prusty

Odisha Supreme Court CJI