ସିବିଏସ୍‌ଇ ପରୀକ୍ଷା; ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ଓ ୨୧ରୁ ଦଶମ ପରୀକ୍ଷା, ଦେଖନ୍ତୁ ସୂଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ସିବିଏସ୍‌ଇ ପରୀକ୍ଷା ପାଇଁ ସୂଚୀ ଘୋଷଣା ହୋଇଛି। ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଏହା ଏପ୍ରିଲ୍‌ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଫେବ୍ରୁଆରୀ ୨୧ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ cbse.nic.in ରୁ ସେମାନଙ୍କ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ବୋଲି କୁହାଯାଇଛି । କେଉଁ ତାରିଖରେ କେଉଁ ବିଷୟର ପରୀକ୍ଷା ହେବ ଜାଣିବାକୁ ତଳେ ଦିଆଯାଇଥିବା ଲିଙ୍କ କ୍ଲିକ […]

cbse

cbse

Rakesh Mallick
  • Published: Sunday, 23 December 2018
  • Updated: 23 December 2018, 09:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ସିବିଏସ୍‌ଇ ପରୀକ୍ଷା ପାଇଁ ସୂଚୀ ଘୋଷଣା ହୋଇଛି। ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଏହା ଏପ୍ରିଲ୍‌ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ସେହିପରି ଫେବ୍ରୁଆରୀ ୨୧ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ରଛାତ୍ରୀମାନେ cbse.nic.in ରୁ ସେମାନଙ୍କ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ବୋଲି କୁହାଯାଇଛି ।

କେଉଁ ତାରିଖରେ କେଉଁ ବିଷୟର ପରୀକ୍ଷା ହେବ ଜାଣିବାକୁ ତଳେ ଦିଆଯାଇଥିବା ଲିଙ୍କ କ୍ଲିକ କରନ୍ତୁ ::

Class-XII_dt_sheet

Class-X_datesheet

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story