Advertisment

କ୍ଲିନ୍‌ସିଟି ଭାବେ ପୁରସ୍କୃତ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ହୋଇଛି କ୍ଲିନ୍‌ସିଟି। ଭାରତର କ୍ଲିନ୍‌ସିଟି ଭାବେ ପୁରସ୍କୃତ ହେବା ପାଇଁ ଭୁବନେଶ୍ୱରକୁ ମନୋନୀତ କରାଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ୍ ମିଡିଆ ସେଣ୍ଟରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟାନାଇଡୁ ଆସନ୍ତା ୧୫ ତାରିଖରେ ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଗତମାସରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ସିଟି ସାନିଟେସନ୍ ରାଙ୍କିଂ ସର୍ଭେ ସ୍ୱଚ୍ଛ ସର୍ଭେକ୍ଷଣ ହୋଇଥିଲା। ଏଥିରେ ସହରାଞ୍ଚଳରେ ସଫାସୁତୁରା କିପରି ରହୁଛି ସେ ନେଇ ସର୍ଭେ କରାଯାଇଥିଲା। ଯେଉଁଥିରେ ଭୁବନେଶ୍ୱରରକୁ ମନୋନୀତ କରାଯାଇଛି। […]

author-image
Rakesh Mallick
ସ୍ମାର୍ଟ ସିଟି ବିକାଶ ନାଁରେ ଭୁବନେଶ୍ୱରରେ ଖର୍ଚ୍ଚ ହେଲାଣି ୨୮୨୪କୋଟି

smart-city

ଭୁବନେଶ୍ୱର: ଭୁବନେଶ୍ୱର ହୋଇଛି କ୍ଲିନ୍‌ସିଟି। ଭାରତର କ୍ଲିନ୍‌ସିଟି ଭାବେ ପୁରସ୍କୃତ ହେବା ପାଇଁ ଭୁବନେଶ୍ୱରକୁ ମନୋନୀତ କରାଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ୍ ମିଡିଆ ସେଣ୍ଟରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟାନାଇଡୁ ଆସନ୍ତା ୧୫ ତାରିଖରେ ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଗତମାସରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ସିଟି ସାନିଟେସନ୍ ରାଙ୍କିଂ ସର୍ଭେ ସ୍ୱଚ୍ଛ ସର୍ଭେକ୍ଷଣ ହୋଇଥିଲା। ଏଥିରେ ସହରାଞ୍ଚଳରେ ସଫାସୁତୁରା କିପରି ରହୁଛି ସେ ନେଇ ସର୍ଭେ କରାଯାଇଥିଲା। ଯେଉଁଥିରେ ଭୁବନେଶ୍ୱରରକୁ ମନୋନୀତ କରାଯାଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।