ଓସିଏ ସଦସ୍ୟ ତାଲିକାକୁ ନେଇ ବିବାଦ

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ କର୍ତ୍ତୃପକ୍ଷ ବିଭିନ୍ନ ସ୍କୁଲ, କଲେଜ, କ୍ଲବ ଆଦି ଅନୁଷ୍ଠାନକୁ ମେମ୍ବର ତାଲିକାରୁ ବାଦ୍ ଦେବା ପରେ ବିବାଦ ଘନେଇବାରେ ଲାଗିଛି। ଓସିଏ ପ୍ରସ୍ତୁତ କରିଥିବା ନୂଆ ସମ୍ବିଧାନରେ ଏହାକୁ ସ୍ୱୀକୃତି ପାଇଁ ସୁପ୍ରିମକୋର୍ଟକୁ ପଠାଇଛି। ତେବେ ଏହା ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିଭିନ୍ନ ଅନୁଷ୍ଠାନ। ଆକ୍ରୋଶମୂଳକ ଭାବେ ଏହି ଅନୁଷ୍ଠାନ ଗୁଡିକୁ ବାଦ୍ ଦିଆଯାଇଥିବା କ୍ଲବ ଗୁଡିକ ପକ୍ଷରୁ କୁହାଯାଇଛି। ଆଜି ଏନେଇ ବାଦ୍ ପଡିଥିବା ବିଭିନ୍ନ ଅନୁଷ୍ଠାନ ଏକ […]

OCA

OCA

Rakesh Mallick
  • Published: Sunday, 04 November 2018
  • Updated: 04 November 2018, 09:19 PM IST

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ କର୍ତ୍ତୃପକ୍ଷ ବିଭିନ୍ନ ସ୍କୁଲ, କଲେଜ, କ୍ଲବ ଆଦି ଅନୁଷ୍ଠାନକୁ ମେମ୍ବର ତାଲିକାରୁ ବାଦ୍ ଦେବା ପରେ ବିବାଦ ଘନେଇବାରେ ଲାଗିଛି। ଓସିଏ ପ୍ରସ୍ତୁତ କରିଥିବା ନୂଆ ସମ୍ବିଧାନରେ ଏହାକୁ ସ୍ୱୀକୃତି ପାଇଁ ସୁପ୍ରିମକୋର୍ଟକୁ ପଠାଇଛି। ତେବେ ଏହା ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିଭିନ୍ନ ଅନୁଷ୍ଠାନ।

ଆକ୍ରୋଶମୂଳକ ଭାବେ ଏହି ଅନୁଷ୍ଠାନ ଗୁଡିକୁ ବାଦ୍ ଦିଆଯାଇଥିବା କ୍ଲବ ଗୁଡିକ ପକ୍ଷରୁ କୁହାଯାଇଛି। ଆଜି ଏନେଇ ବାଦ୍ ପଡିଥିବା ବିଭିନ୍ନ ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଛି।

https://youtu.be/OMDDHK1q0dI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos