୨୦୨୪ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଶାସକ ବିଜେଡି ଏବେ ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ଓ ଦଳଡିଆଁ ଉପରେ ନିୟନ୍ତ୍ରଣ ନିମନ୍ତେ ଅଧାରୁ ଅଧିକ ବିଧାନସଭା ଆସନରେ ଆଗୁଆ ଦଳୀୟ ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ ଦେଇଛି ।