ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା। କହିଲେ, 'ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ, ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ, ଆଗକୁ ଯାହା ଦାୟିତ୍ୱ ଦେବେ କରିବି, ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ମୋର ଦୁଃଖ ନାହିଁ, ଆଗକୁ ଆହୂରି ଶିଖିବି'।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ହଠାତ୍ ଗାଏବ ହୋଇଗଲେ କି ମନ୍ତ୍ରୀ ?
ରାଜ୍ୟ ଶାସନରେ ଦିନକୁ ଦିନ ବଦଳି ଚାଲିଛି କି ରୀତିନୀତି। ଗୁରୁବାର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା। ହେଲେ ଗଣଶିକ୍ଷା ମନ୍ତ୍ରୀଙ୍କୁ କେଉଁଠି ବି ଟିକେ ଦେଖିବାକୁ ମିଳିଲାନି। ପୂର୍ବରୁ ଯେବେ ପରୀକ୍ଷା ଫଳ ବାହାରେ ପ୍ରତିଥର ବିଭାଗୀୟ ମନ୍ତ୍ରୀ ନିଜେ ସାମ୍ନାକୁ ଆସି ପ୍ରେସମିଟ କରି ସୂଚନା ଦିଅନ୍ତି।
Odisha
ଟାଟା ପାଓ୍ୱାରକୁ ନେଇ ସରକାର ଦୁଇ ଫାଳ !
ଶକ୍ତିମନ୍ତ୍ରୀ ନିଜର ଶକ୍ତି ଦେଖାଇପାରିଲେ ନାହିଁ। ହେଲେ ମୁଖ୍ୟ ଶାସନ ସଚିବ କିନ୍ତୁ ତାହା କରି ଦେଖାଇଲେ। ଟାଟା ପାଓ୍ୱାର ପ୍ରତି ଅନାବିଳ ପ୍ରେମ ପଦାରେ ପଡିଛି।
Odisha
ମାତିଛି ଲୌହଦାନବ !
ଏଠି ବାହାନଗା କରମଣ୍ଡଳ ଟ୍ରାଜେଡି ଭଳି କୋଳାହଳ ନାହିଁ। ହେଲେ କରୁଣ ଦୁଖ ବାହାନଗାଠାରୁ କିଛି କମ ନୁହେଁ। ଏଠାରେ ବି ୬ ଜଣଙ୍କୁ ମାରିଛି ଲୌହଦାନବ। ଆଉ କିଛି ଜଣଙ୍କୁ ପଙ୍ଗୁ ବି କରିଛି।
Odisha
ବ୍ଲାକ ରୋଜକୁ ଦେଲେନି, କରମଣ୍ଡଳକୁ ଦେଲେ
ସଂଗୀନ ମାମଲାରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସମ୍ମତି ଦେବାକୁ ଖୁବ୍ ତତ୍ପରତା ଦେଖାଉଥିବାବେଳେ ଅନ୍ୟ କେତେକ ମାମଲାରେ ଖୁବ ନିଷ୍କ୍ରିୟ ରହୁଥିବା ଦେଖାଯାଉଛି।